ପାୟଲ କାହିଁକି ମାନକଲେ ଅନୁରାଗ କୁ । ବୋଲିଉଡ ଇନଡସ୍ଟ୍ରି ର କଳା କାରନାମା

ପାୟଲ କାହିଁକି ମାନକଲେ ଅନୁରାଗ କୁ । ବୋଲିଉଡ ଇନଡସ୍ଟ୍ରି ର କଳା କାରନାମା ସୁଶାନ୍ତ ସିଂହ ରାଜପୁତ ର ମୃତ୍ୟୁ  ହେଲା ପରେ ଧୀରେ ଧୀରେ bolywood industry ର କଳା କାରନାମା ଗୁଡିକ ସାମନା କୁ ଆସୁଛି ।  ଏଥିରେ କେତେ ଗୁଡିଏ ବଡ ବଡ star କହୁଥିବା ହସ୍ତୀ ମାନେ ଏହିଭଳି କମ କରୁଥିବା ଲଜ୍ଜା ଜନକ । ବହୁତ ଏକ୍ଟର ଡ୍ରଗ୍ସ କାରବାର କରିବା ସହିତ ଛୋଟ ସ୍ତର ରୁ ଯାଇ […]

Continue Reading

ଏବେ ଦେଖିବାକୁ ଏମିତି ହୋଇ ଗଲେଣି କୁଛ କୁଛ ହୋତା ହେ ର ଛୋଟ ଅଞ୍ଜଳି । 

ଏବେ ଦେଖିବାକୁ ଏମିତି ହୋଇ ଗଲେଣି କୁଛ କୁଛ ହୋତା ହେ ର ଛୋଟ ଅଞ୍ଜଳି । ବୟସ ବଢିବା ସହିତ ଲୋକମାନଙ୍କର ଚାଲି ଚାଳନ,କଥା ବାର୍ତା ସହିତ ସମ୍ପୂର୍ଣ ଶରୀର ବଦଳି ଯାଇଥାଏ ଆଜି ଆମେ ଜାଣିବା ଏମିତି ଏକ ଛୋଟ କଳାକାର ଯିଏ କି ବୟସ ବଢିବା  ସହିତ ସମ୍ପୂର୍ଣ ବଦଳି ଯାଇଛନ୍ତି ।  ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଶାହରୁଖ ଖାନ ର ଚଳଚିତ୍ର କୁଛ କୁଛ ହୋତା ହେ ନିଶ୍ଚୟ […]

Continue Reading