ଇଏ ହାଉଛନ୍ତି ଦୁନିଆର ସବୁଠାରୁ କମ ଉଚ୍ଚତା ଥିବା ମହିଳା ।
ଇଏ ହାଉଛନ୍ତି ଦୁନିଆର ସବୁଠାରୁ କମ ଉଚ୍ଚତା ଥିବା ମହିଳା । ଜ୍ୟୋତି ଆମ୍ଗେ 16 ଡିସେମ୍ବର 1993 ରେ ଜନ୍ମ ହୋଇଥିଲେ । ଏବେ ତାଙ୍କୁ 26 ବର୍ଷ । ସେ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ଉଲ୍ଲେଖନୀୟ । 16 ଡିସେମ୍ବର 2011 ରେ ଆମ୍ଜେଙ୍କର 18 ତମ ଜନ୍ମଦିନ ପରେ, ସେ ଆନୁଷ୍ଠାନିକ ଭାବରେ 62.8 ସେଣ୍ଟିମିଟର ଉଚ୍ଚତା […]
Continue Reading