ଲକ୍ଷ୍ମୀବମ ଭାଇରାଲ ମେମେ

ମନୋରଞ୍ଜନ

ଲକ୍ଷ୍ମୀବମ ଭାଇରାଲ ମେମେ

ଏବେ ଅକ୍ଷୟ କୁମାର ର ଫିଲ୍ମ ଲକ୍ଷ୍ମୀବମ ର ଟ୍ରେଲର ବାହାରିଛି ଓ କିଛି ସମୟ ମଧ୍ୟରେ କୋଟି କୋଟି ଭିଉ ଯୂଟ୍ଯୂବ୍ ରେ ହୋଇ ଯାଇଛି । କିନ୍ତୁ ଲକ୍ଷ୍ମୀବମ ରେ ଅକ୍ଷୟ କରିଥିବା ରୋଲ ର କିଛି ମେମେ ଏବେ ଭାଇରାଲ  ହେବାକୁ ଲାଗିଛି ଯାହା ଦେଖିଲେ ଆପଣ ମାନେ ମଧ୍ୟ ହସି ହସି ଗଡିଯିବେ ।

 

 

Leave a Reply

Your email address will not be published. Required fields are marked *