ବଲିଉଡ ରେ ଏଣ୍ଟ୍ରି କରିବେ ହିନ୍ଦୁସ୍ତାନି ଭାଉ ।
ଆପଣ ମାନେ ହିନ୍ଦୁସ୍ତାନି ଭାଉ କୁ ନିଶ୍ଚତ ଭାବରେ ଜାଣିଥିବେ । ହିନ୍ଦୁସ୍ତାନି ଭାଉ ନିଜ ଗାଳି ଗୁଲଜ ଓ ଅନେକ ବିବାଦ ପୂର୍ଣ ଭିଡିଓ କରି ପ୍ରସିଦ୍ଧ । ଯାହା ପାଇଁ ଦର୍ଶକ ମାନେ ବେଶ ଭାବରେ ମନୋରଞ୍ଜିତ ହୋଇଥାନ୍ତି । ଏବେ କିଛି ରିପୋର୍ଟ୍ ଅନୁସାରେ ଜଣା ପଡୁଛି ହିନ୍ଦୁସ୍ତାନି ଭାଉ ଏବେ ବଲୀଵୁଡ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ଭାଉଙ୍କ କହିବା ଅନୁସାରେ ଡିରେକ୍ଟର ମାନେ ତାଙ୍କୁ ରାଉଡି ହିସାବରେ ଦେଖିବାକୁ ଚାହୁଛନ୍ତି ସଥି ପାଇଁ ସେ ରାଉଡି ରୋଲ କରି ଏନ୍ଟ୍ରୀ କରିବେ ବଲୀଵୁଡ୍ ରେ । ଏବେ ଗୋଟେ ଇନ୍ଟରଭିଉ ରେ କହିଛନ୍ତି ଏବେ ଯାଏ ଭାଉ 5 ଗୀତ ସୁଇଟିଙ୍ଗ ପାଇଁ ଅନୁମତି ଦେଇଛନ୍ତି ଓ କିଛି ୱେବସିରୀଜ ରେ ବି ଦେଖା ହେବେ ।