ବଲିଉଡ ରେ ଏଣ୍ଟ୍ରି କରିବେ ହିନ୍ଦୁସ୍ତାନି ଭାଉ

ମନୋରଞ୍ଜନ

ବଲିଉଡ ରେ ଏଣ୍ଟ୍ରି କରିବେ ହିନ୍ଦୁସ୍ତାନି ଭାଉ ।

ଆପଣ ମାନେ ହିନ୍ଦୁସ୍ତାନି ଭାଉ କୁ ନିଶ୍ଚତ ଭାବରେ ଜାଣିଥିବେ । ହିନ୍ଦୁସ୍ତାନି ଭାଉ  ନିଜ ଗାଳି ଗୁଲଜ ଓ  ଅନେକ ବିବାଦ ପୂର୍ଣ  ଭିଡିଓ କରି ପ୍ରସିଦ୍ଧ । ଯାହା ପାଇଁ ଦର୍ଶକ ମାନେ ବେଶ ଭାବରେ ମନୋରଞ୍ଜିତ ହୋଇଥାନ୍ତି । ଏବେ କିଛି ରିପୋର୍ଟ୍ ଅନୁସାରେ ଜଣା ପଡୁଛି ହିନ୍ଦୁସ୍ତାନି ଭାଉ  ଏବେ ବଲୀଵୁଡ୍ ରେ ଏଣ୍ଟ୍ରି  କରିବାକୁ ଯାଉଛନ୍ତି ।

ଭାଉଙ୍କ କହିବା ଅନୁସାରେ ଡିରେକ୍ଟର ମାନେ ତାଙ୍କୁ ରାଉଡି ହିସାବରେ ଦେଖିବାକୁ ଚାହୁଛନ୍ତି ସଥି ପାଇଁ ସେ ରାଉଡି ରୋଲ କରି ଏନ୍ଟ୍ରୀ କରିବେ ବଲୀଵୁଡ୍ ରେ । ଏବେ ଗୋଟେ ଇନ୍ଟରଭିଉ ରେ କହିଛନ୍ତି ଏବେ ଯାଏ  ଭାଉ 5 ଗୀତ ସୁଇଟିଙ୍ଗ ପାଇଁ ଅନୁମତି ଦେଇଛନ୍ତି ଓ କିଛି ୱେବସିରୀଜ ରେ ବି  ଦେଖା ହେବେ ।

Leave a Reply

Your email address will not be published. Required fields are marked *