Skip to content
ପାୟଲ କାହିଁକି ମାନକଲେ ଅନୁରାଗ କୁ । ବୋଲିଉଡ ଇନଡସ୍ଟ୍ରି ର କଳା କାରନାମା
ସୁଶାନ୍ତ ସିଂହ ରାଜପୁତ ର ମୃତ୍ୟୁ ହେଲା ପରେ ଧୀରେ ଧୀରେ bolywood industry ର କଳା କାରନାମା ଗୁଡିକ ସାମନା କୁ ଆସୁଛି । ଏଥିରେ କେତେ ଗୁଡିଏ ବଡ ବଡ star କହୁଥିବା ହସ୍ତୀ ମାନେ ଏହିଭଳି କମ କରୁଥିବା ଲଜ୍ଜା ଜନକ ।
ବହୁତ ଏକ୍ଟର ଡ୍ରଗ୍ସ କାରବାର କରିବା ସହିତ ଛୋଟ ସ୍ତର ରୁ ଯାଇ ଥିବା ଏକ୍ଟର ଏକ୍ଟ୍ରେସ କୁ ହଇରାଣ ହରକତ ବି କରୁଛନ୍ତି । ସମ୍ପ୍ରତି ପାୟଲ ଘୋଷ ନାମକ ଏକ ବଙ୍ଗାଳୀ ଏକ୍ଟ୍ରେସ ବିଶିଷ୍ଟ ଫିଲ୍ମ ନିର୍ଦେଶକ ଅନୁରାଗ କାଶ୍ୟପ ଙ୍କ ବିରୋଧରେ ଆଭିଯୋଗ ଆଣିଛନ୍ତି ।

ପାୟଳ ଙ୍କ କହିବ ଅନୁସାରେ ଅନୁରାଗ ଯଉ ଝିଅ କୁ ଗୋଟିଏ ଫୋନ କଳା ମାତ୍ରେ ତାଙ୍କ ପାଖରେ ଉପାସ୍ତିତ ହେବା କୁ ପଡିବ ଓ ସମ୍ପର୍କ ରଖିବାକୁ ପଡିବ ଆଉ ବହୁତ ଏକ୍ଟ୍ରେସ ରାଜ୍ୟ ହୋଇ ଯାନ୍ତି । ପାୟଳ କୁ ମଧ୍ୟ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅନୁରାଗ ସେହିରେ ବିଫଳ ହୋଇଥିଲେ ।
