ପାକିସ୍ତାନ ରେ ଟିକ ଟକ ବନ୍ଦ ।
କିଛି ଦିନ ପୂର୍ବରୁ ଭାରତରେ ଟିକ ଟକ କୁ ବନ୍ଦ କାର ଯାଇଥିଲା । ଏବେ ଏକ ଖବର ଆସିଛି ଯେ ପାକିସ୍ତାନ ରେ ମଧ୍ୟ ଟିକ ଟକ ଆପ୍ କୁ ବନ୍ଦ କରାଯାଇଛି । ପାକିସ୍ତାନ ସରକାର କହିବ ଅନୁସାରେ ଟିକ ଟକ ରେ ଅଶ୍ଳୀଳ ଭିଡିଓ ଗୁଡାକ ଛଡା ହଉଥିଲା ଏବଂ ପାକିସ୍ତାନ ସରକାରଙ୍କ ଦ୍ବାରା କରା ଯାଇଥିବା ନିୟମକୁ ପାଳନ କରୁନଥିଲା।