ପାକିସ୍ତାନ ରେ ଟିକ ଟକ ବନ୍ଦ 

ମନୋରଞ୍ଜନ

ପାକିସ୍ତାନ ରେ ଟିକ ଟକ ବନ୍ଦ । 

କିଛି ଦିନ ପୂର୍ବରୁ ଭାରତରେ ଟିକ ଟକ କୁ ବନ୍ଦ କାର ଯାଇଥିଲା । ଏବେ ଏକ ଖବର ଆସିଛି ଯେ ପାକିସ୍ତାନ ରେ ମଧ୍ୟ ଟିକ ଟକ  ଆପ୍ କୁ ବନ୍ଦ କରାଯାଇଛି । ପାକିସ୍ତାନ ସରକାର କହିବ ଅନୁସାରେ ଟିକ ଟକ ରେ ଅଶ୍ଳୀଳ ଭିଡିଓ ଗୁଡାକ ଛଡା ହଉଥିଲା ଏବଂ ପାକିସ୍ତାନ ସରକାରଙ୍କ ଦ୍ବାରା କରା ଯାଇଥିବା ନିୟମକୁ ପାଳନ କରୁନଥିଲା। 

Leave a Reply

Your email address will not be published. Required fields are marked *