କିଏ ଜିତିବ ଆଜିର ଖେଳ ?

ଖେଳ

କିଏ ଜିତିବ ଆଜିର ଖେଳ ?

ଆଜି ପ୍ରଥମ ଥର ପାଇଁ  MI ଆଉ KKR 2020 IPL ଖେଳିବେ ଶେଖ ଜାଏଡ ସ୍ଟେଡିୟମ ଆବୁ ଧାବୀ ରେ । ଦେଖା ଯାଉ କିଏ ଜିତୁଛି  ଆଜିର ଖେଳ । 

 

ପୂର୍ବ 5 ମ୍ଯାଚ 

MI 9 ବିକକେଡ଼  ରେ ଜିତିଥିଲା 

KKR 34 ରନ ରେ ଜିତିଥିଲା 

MI 102 ରନ ରେ ଜିତିଥିଲା 

MI 13 ରନ ରେ ଜିତିଥିଲା 

MI 6 ବିକକେଡ ରେ ଜିତିଥିଲା 

ତା ବନ୍ଧୁ ଗଣ ଆପଣ ମାନେ ଗେସ କରି କୁହନ୍ତୁ । ଆଜି କିଏ ଜିତିବ କୋମେଣ୍ଟ କରି ମତ ଦିଅନ୍ତୁ । ଆପଣମାନଙ୍କର ପସନ୍ଦ ଟୀମ କଣ । 

 

Leave a Reply

Your email address will not be published. Required fields are marked *