କରୋନା ରେ ଅବିବାହିତ ଙ୍କ ମୃତ୍ୟୁ ବିବାହିତଙ୍କ ଠାରୁ ବେଶି ।
ଏବେ covid-19 କୁ ନେଇ ଗୋଟେ ଆଶ୍ଚର୍ଯ ଜନକ ରିପୋର୍ଟ୍ ଆସିଛି । ଷ୍ଟୋକହୋମ ଇଉନିଭର୍ସିଟି ର ଗବେଷକ ମାନେ ଏକ ଏଭଳି ତଥ୍ୟ ଦେଇଛନ୍ତି ଯାହା ଯୁବ ପିଢି କୁ ଚିନ୍ତା ରେ ପକାଇ ଦେଇଛି। ଗବେଷକ ମାନଙ୍କ ଅନୁସାରେ । ଯଉ ମାନେ ବାହା ହେଇ ନାହାନ୍ତି,Divorce ହୋଇ ଯାଇଛି କିମ୍ବା ବିଧବା ସେମାନଙ୍କ କୋରୋନରେ ମୃତ୍ଯୁ ବାହା ହୋଇଥିବା ଯୋଡ଼ିଙ୍କ ଠାରୁ ଅଧିକ ।
ଗବେଷକ ଙ୍କ ଅନୁସାରେ ବିବାହିତ ଙ୍କ ଠାରୁ ଅବିବାହିତ ମାନେ କମ ନିୟମ ପାଳନ କରି ରହିଥାନ୍ତି ଓ ବିବାହିତ ମାନେ ସରଂକ୍ଷିତ ହିସାବରେ ରହିଥାନ୍ତି ସେଥିପାଇଁ ସେମାନେ କମ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ସେଥିପାଇଁ ମୃତ୍ୟୁ ହାର କମ ।