ଏବେ ଦେଖିବାକୁ ଏମିତି ହୋଇ ଗଲେଣି କୁଛ କୁଛ ହୋତା ହେ ର ଛୋଟ ଅଞ୍ଜଳି ।
ବୟସ ବଢିବା ସହିତ ଲୋକମାନଙ୍କର ଚାଲି ଚାଳନ,କଥା ବାର୍ତା ସହିତ ସମ୍ପୂର୍ଣ ଶରୀର ବଦଳି ଯାଇଥାଏ ଆଜି ଆମେ ଜାଣିବା ଏମିତି ଏକ ଛୋଟ କଳାକାର ଯିଏ କି ବୟସ ବଢିବା ସହିତ ସମ୍ପୂର୍ଣ ବଦଳି ଯାଇଛନ୍ତି ।
ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଶାହରୁଖ ଖାନ ର ଚଳଚିତ୍ର କୁଛ କୁଛ ହୋତା ହେ ନିଶ୍ଚୟ ଦେଖିଥିବେ । ସେଥିରେ ଅନେକ ଗୁଡିଏ ଛୋଟ କଳାକାର ଅଭିନୟ କରିଥିଲେ ହେଲେ ସାନା ସଈଦ ଜିଏକି ଶାହରୁଖ ଖାନ ର ଝିଅ ରୋଲ ରେ ଅଭିନୟ କରିଥିଲେ।
ସନା କୁଛ କୁଛ ହୋତା ହେ ରେ ଛୋଟ କଳାକାର ହିସାବରେ ଅଭିନୟ ଆରମ୍ଭ କରି ହାର ଦଇଲ ଜୟ ପୟର କରେଗା ,ବଦଳ ଭଳି ହିତ ଫିଲ୍ମ ରେ ଛୋଟ କଳାକାର ରୂପରେ ଅଭିନୟ କରିଥିଲେ । ୨୦୧୨ ରେ ପ୍ରଥମ ଥର ପାଇଁ ହେରୋଇନ ହିସାବରେ ନିଜ କେରିୟାର ଆରମ୍ଭ କରିଥିଲେ କାରଣ ଜୋହାରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର ରୁ ।ଏବେ ଏମିତି ଦେଖା ଯାଉଛନ୍ତି ସନା।