ଏଇ ଦୁଇ ଭଉଣୀ ବାହା ହୋଇ ଗଲେ । ତାପରେ ଲୋକ ଏମାନଙ୍କୁ ଦେଖିବା ପାଇଁ ଗହଳି ହୋଇ ଗଲେ ।
ଦୁଇ ଆତ୍ମା ର ମିଳନ କୁ ବିବାହ କୁହାଯାଏ । ସବୁ ସଂସ୍କୃତି ଓ ସବୁ ଧର୍ମରେ ବିବାହ ର ମାନ୍ୟତା ରହିଛି ଏପରିକି ପାଶ୍ଚାତ୍ୟ ସଭ୍ୟତା ରେ ମଧ୍ୟ ବିବାହର ଏକ ବିଶେଷ ସ୍ତାନ ରହିଛି । ଆମେ ମାନେ ସମସ୍ତେ ଜାଣିଛୁ ବିବାହ ଗୋଟେ ପୁରୁଷ ଆଉ ଗୋଟେ ସ୍ତ୍ରୀ ମଧ୍ୟ ରେ ହୋଇଥାଏ କିନ୍ତୁ ଆମ ଭାରତର ବାରଣାଶୀ ରେଗୋଟିଏ ଭିନ୍ନ ପ୍ରକାର ବାହା ଘର ହୋଇଛି ।ବାରଣାଶୀ ର ଗୋଟିଏ ମନ୍ଦିରରେ ଦୁଇଟି ଭଉଣୀ ବାହା ହୋଇଛନ୍ତି ।
ସେହି ମନ୍ଦିରର ପୁରୋହିତ ଙ୍କ କହିବ ଅନୁସାରେ ଯେତେବେଳେ ଦୁହି ଭଉଣୀ ଆସିଲେ ଆଉ ବାହାଘର କଥା ପକାଇଲେ ପୁରୋହିତ ବର କାହିଁ ବୋଲି ପଚାରିଲେ । ସେତେବେଳେ ସେମାନଙ୍କ ଭିତରୁ ଜଣେ ବର ଓ ଜଣେ କନ୍ୟା କହିବାରୁ ପୁରୋହିତ ଚକିତ ହୋଇଗଲେ । ପରେ ଦୁହି ଭଉଣୀ ଭିତରୁ ଜଣେ ବର ଓ କନ୍ୟା ହୋଇ ପାଟି ପତ୍ନୀ ହିସାବରେ ବାହା ହେଲେ ।ତାହା ପରେ ଏହି ଦୁଇ ଯୋଡି କୁ ଦେଖିବା ପାଇଁ ଲୋକ ଗହଳି ଚୁଟିଲା ଆଉ ମିଡିଆ ବଲେ ବି ପହଞ୍ଚି ଗଲେ ।