ଆଇପିଏଲ ର ଚିଅର ଗାର୍ଲ୍ସ ମାନେ କେଉଁ ଦେଶର ଓ ତାଙ୍କ ଦରମା କେତେ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ଏହି ପୋଷ୍ଟ ରେ ଅଭିନନ୍ଦନ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଆଇପିଏଲ ରେ ଜଉ ସୁନ୍ଦର ଝିଅ ଗୁଡ଼ିକ ବାନା ଧରିକି ହଲାଉଥାନ୍ତି ସେମାନେ ବହୁତ ହଟ୍ ଦେଖାଯାଆନ୍ତି।ଯାହା କି ଆମ ଦର୍ଶକ ମାନଙ୍କୁ ଆକର୍ଷଣ କରିଥାଏ।
ଏହି ଝିଅ ଗୁଡକୁ ଚିଅର୍ ଗାର୍ଲ୍ସ ବୋଲି କୁହା ଯାଏ ।ଯେଉଁମାନଙ୍କୁ ବିଦେଶ ରୁ ଅଣା ଯାଇଥାଏ । ୟୁକ୍ରେନ,ଋଷିଆ, ବେଲଜିୟମ, ନରୱେ ଭଳି ଦେଶ ରୁ ଅଣା ଯାଇଥାଏ।
ଏମାନେ ପ୍ରତି ମେଚ୍ ପିଛା 8000 ପାନ୍ତି ଓ ଯଦି ତାଙ୍କ ଚିଆର୍ କରୁଥିବା ଟିମ ଜିତି ଯାଏ ତାହେଲେ ବୋନୋସ୍ 3000 ଟଙ୍କା ପାଇଥାନ୍ତି।